or_tn/rom/09/02.md

8 lines
1.0 KiB
Markdown

# that for me there is great sorrow and unceasing pain in my heart
ଏଠାରେ “ମୋ ହୃଦୟର ଅବିରତ ଯନ୍ତ୍ରଣା” ଏକ ରୂଢ଼ି ଅଟେ ଯାହା ପାଉଲ ତାହାଙ୍କ ଭାବନାତ୍ମକ ଦୁଃଖକୁ ପ୍ରକାଶ କରିବାପାଇଁ ବ୍ୟବହାର କହନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ କହେ ଯେ ମୁଁ ବହୁତ ଓ ଗଭୀର ଭାବେ ଦୁଃଖିତ ଅଟେ” (ଦେଖ:[[rc://*/ta/man/translate/figs-idiom]])
# great sorrow and unceasing pain
ଏହି ଦୁଇଟି ଅଭିବ୍ୟକ୍ତିର ଅର୍ଥ ସମାନ ଅଟେ I ତାହାଙ୍କ ମନର ଦୁଃଖ କେତେ ବଡ ଅଟେ, ତାହାକୁ ଗୁରୁତ୍ବ ଦେବାପାଇଁ ପାଉଲ ସେମାନଙ୍କୁ ଏକ ସଂଗରେ ବ୍ୟବହାର କରନ୍ତି I (ଦେଖ:[[rc://*/ta/man/translate/figs-doublet]])