or_tn/rom/09/02.md

1.0 KiB

that for me there is great sorrow and unceasing pain in my heart

ଏଠାରେ “ମୋ ହୃଦୟର ଅବିରତ ଯନ୍ତ୍ରଣା” ଏକ ରୂଢ଼ି ଅଟେ ଯାହା ପାଉଲ ତାହାଙ୍କ ଭାବନାତ୍ମକ ଦୁଃଖକୁ ପ୍ରକାଶ କରିବାପାଇଁ ବ୍ୟବହାର କହନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ କହେ ଯେ ମୁଁ ବହୁତ ଓ ଗଭୀର ଭାବେ ଦୁଃଖିତ ଅଟେ” (ଦେଖ:rc://*/ta/man/translate/figs-idiom)

great sorrow and unceasing pain

ଏହି ଦୁଇଟି ଅଭିବ୍ୟକ୍ତିର ଅର୍ଥ ସମାନ ଅଟେ I ତାହାଙ୍କ ମନର ଦୁଃଖ କେତେ ବଡ ଅଟେ, ତାହାକୁ ଗୁରୁତ୍ବ ଦେବାପାଇଁ ପାଉଲ ସେମାନଙ୍କୁ ଏକ ସଂଗରେ ବ୍ୟବହାର କରନ୍ତି I (ଦେଖ:rc://*/ta/man/translate/figs-doublet)