or_tn/rom/08/32.md

1.5 KiB

He who did not spare his own Son

ପିତା ଈଶ୍ବର, ଈଶ୍ବରଙ୍କ ପୁତ୍ର, ଯୀଶୁ ଖ୍ରୀଷ୍ଟଙ୍କୁ, ପବିତ୍ର , ମହାନ୍ ବଳିଦାନ ରୂପରେ କ୍ରୁଶ ନିକଟକୁ ପଠାଇଲେ, ଯାହା ଈଶ୍ବରଙ୍କ ପବିତ୍ରତା ଓ ମହାନତାକୁ ସନ୍ତୁଷ୍ଟ କରିବାପାଇଁ ମନୁଷ୍ୟର ପାପରୂପ ସ୍ବଭାବ ବିରୋଧରେ ଆବଶ୍ୟକ ଥିଲା I ଏଠାରେ “ପୁତ୍ର” ଈଶ୍ବରଙ୍କ ପୁତ୍ର ଯୀଶୁଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନାମ ଅଟେ I (ଦେଖ:rc://*/ta/man/translate/guidelines-sonofgodprinciples)

but delivered him up

କିନ୍ତୁ ତାହାଙ୍କୁ ତାହାଙ୍କ ଶତ୍ରୁର ନିୟନ୍ତ୍ରଣରେ ରଖିଲେ

how will he not also with him freely give us all things?

ପାଉଲ ଗୁରୁତ୍ବ ଦେବାପାଇଁ ଏକ ପ୍ରଶ୍ନର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସେ ନିଶ୍ଚିତ ରୂପରେ ଓ ମୁକ୍ତଭାବରେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଦେବେ!” (ଦେଖ:rc://*/ta/man/translate/figs-rquestion)

freely give us all things

ଦୟାପୁର୍ବକ ଆମ୍ଭମାନଙ୍କୁ ସମସ୍ତ ବିଷୟ ଦିଅନ୍ତି