or_tn/rom/08/32.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# He who did not spare his own Son
ପିତା ଈଶ୍ବର, ଈଶ୍ବରଙ୍କ ପୁତ୍ର, ଯୀଶୁ ଖ୍ରୀଷ୍ଟଙ୍କୁ, ପବିତ୍ର , ମହାନ୍ ବଳିଦାନ ରୂପରେ କ୍ରୁଶ ନିକଟକୁ ପଠାଇଲେ, ଯାହା ଈଶ୍ବରଙ୍କ ପବିତ୍ରତା ଓ ମହାନତାକୁ ସନ୍ତୁଷ୍ଟ କରିବାପାଇଁ ମନୁଷ୍ୟର ପାପରୂପ ସ୍ବଭାବ ବିରୋଧରେ ଆବଶ୍ୟକ ଥିଲା I ଏଠାରେ “ପୁତ୍ର” ଈଶ୍ବରଙ୍କ ପୁତ୍ର ଯୀଶୁଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନାମ ଅଟେ I (ଦେଖ:[[rc://*/ta/man/translate/guidelines-sonofgodprinciples]])
# but delivered him up
କିନ୍ତୁ ତାହାଙ୍କୁ ତାହାଙ୍କ ଶତ୍ରୁର ନିୟନ୍ତ୍ରଣରେ ରଖିଲେ
# how will he not also with him freely give us all things?
ପାଉଲ ଗୁରୁତ୍ବ ଦେବାପାଇଁ ଏକ ପ୍ରଶ୍ନର ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସେ ନିଶ୍ଚିତ ରୂପରେ ଓ ମୁକ୍ତଭାବରେ ଆମ୍ଭମାନଙ୍କୁ ସମସ୍ତ ବିଷୟ ଦେବେ!” (ଦେଖ:[[rc://*/ta/man/translate/figs-rquestion]])
# freely give us all things
ଦୟାପୁର୍ବକ ଆମ୍ଭମାନଙ୍କୁ ସମସ୍ତ ବିଷୟ ଦିଅନ୍ତି