or_tn/rom/08/26.md

8 lines
577 B
Markdown

# Connecting Statement:
ଯଦିଓ ପାଉଲ ଗୁରୁତ୍ବ ଦେଇ କହୁଛନ୍ତି ଯେ ବିଶ୍ବାସୀ ଜୀବନରେ ଶରୀର ଓ ଆତ୍ମା ମଧ୍ୟରେ ସଂଘର୍ଷ ଅଛି, ସେ ସୁନିଶ୍ଚିତ କରନ୍ତି ଯେ ଆତ୍ମା ଆମ୍ଭମାନଙ୍କୁ ସହାୟତା କରୁଅଛନ୍ତିI
# inexpressible groans
ଆର୍ତ୍ତନାଦ, ଯାହା ଆମ୍ଭେମାନେ ଶବ୍ଦରେ ବ୍ୟକ୍ତ କରିପାରିବା ନାହିଁ