# Connecting Statement: ଯଦିଓ ପାଉଲ ଗୁରୁତ୍ବ ଦେଇ କହୁଛନ୍ତି ଯେ ବିଶ୍ବାସୀ ଜୀବନରେ ଶରୀର ଓ ଆତ୍ମା ମଧ୍ୟରେ ସଂଘର୍ଷ ଅଛି, ସେ ସୁନିଶ୍ଚିତ କରନ୍ତି ଯେ ଆତ୍ମା ଆମ୍ଭମାନଙ୍କୁ ସହାୟତା କରୁଅଛନ୍ତିI # inexpressible groans ଆର୍ତ୍ତନାଦ, ଯାହା ଆମ୍ଭେମାନେ ଶବ୍ଦରେ ବ୍ୟକ୍ତ କରିପାରିବା ନାହିଁ