or_tn/rom/08/19.md

1.1 KiB

the eager expectation of the creation waits for

ପାଉଲ ଈଶ୍ବର ଜଣେ ବ୍ୟକ୍ତି ରୂପରେ ସମସ୍ତ ବିଷୟ ସୃଷ୍ଟି କରିଥିବା ବର୍ଣ୍ଣନା କରନ୍ତି ଯେ କି ଆଗ୍ରହର ସହିତ କିଛି ପାଇବା ପାଇଁ ଅପେକ୍ଷାରେ ଅଛନ୍ତି I (ଦେଖ:rc://*/ta/man/translate/figs-personification)

for the revealing of the sons of God

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେହି ସମୟରେ ଈଶ୍ବର ତାହାଙ୍କ ସନ୍ତାନମାନଙ୍କୁ ପ୍ରକାଶିତ କରିବେ”

sons of God

ଏଠାରେ ଏହାର ଅର୍ଥ ହେଉଛି ଯୀଶୁଙ୍କର ସମସ୍ତ ବିଶ୍ବାସୀମାନେ I ତୁମ୍ଭେମାନେ ଏହାକୁ “ଈଶ୍ବରଙ୍କ ସନ୍ତାନ” ଭାବେ ମଧ୍ୟ ଅନୁବାଦ କରିପାରିବ I