# the eager expectation of the creation waits for ପାଉଲ ଈଶ୍ବର ଜଣେ ବ୍ୟକ୍ତି ରୂପରେ ସମସ୍ତ ବିଷୟ ସୃଷ୍ଟି କରିଥିବା ବର୍ଣ୍ଣନା କରନ୍ତି ଯେ କି ଆଗ୍ରହର ସହିତ କିଛି ପାଇବା ପାଇଁ ଅପେକ୍ଷାରେ ଅଛନ୍ତି I (ଦେଖ:[[rc://*/ta/man/translate/figs-personification]]) # for the revealing of the sons of God ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେହି ସମୟରେ ଈଶ୍ବର ତାହାଙ୍କ ସନ୍ତାନମାନଙ୍କୁ ପ୍ରକାଶିତ କରିବେ” # sons of God ଏଠାରେ ଏହାର ଅର୍ଥ ହେଉଛି ଯୀଶୁଙ୍କର ସମସ୍ତ ବିଶ୍ବାସୀମାନେ I ତୁମ୍ଭେମାନେ ଏହାକୁ “ଈଶ୍ବରଙ୍କ ସନ୍ତାନ” ଭାବେ ମଧ୍ୟ ଅନୁବାଦ କରିପାରିବ I