or_tn/rom/08/18.md

1.5 KiB
Raw Permalink Blame History

Connecting Statement:

ପାଉଲ ବିଶ୍ବାସୀଭାବରେ ଆମ୍ଭମାନଙ୍କୁ ସ୍ମରଣ କରାନ୍ତି ଯେ ଆମ୍ଭମାନଙ୍କ ଶରୀରର ମୁକ୍ତି ସମୟରେ ଆମ୍ଭମାନଙ୍କ ଶରୀର ପରିବର୍ତ୍ତନ ହେବ, ଯାହା ଏହି ଅଧ୍ୟାୟରେ [ରୋମୀୟ ୮:୨୫] (II/୦୮/୫Imd) ସମାପ୍ତ ହୋଇଛି I

For

ଏହା “ମୁଁ ବିବେଚନା କରିବି” ବିଷୟକୁ ଗୁରୁତ୍ବ ଦିଏ I ଏହାର ଅର୍ଥ ଏହା ନୁହେଁ “କାରଣ”

I consider that ... are not worthy to be compared with

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ଏହି ବର୍ତ୍ତମାନ ସମୟର ଦୁଃଖକୁ କାହା ସହିତ ତୁଳନା କରିପାରିବି ନାହିଁ” (ଦେଖ:rc://*/ta/man/translate/figs-activepassive)

will be revealed

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ପ୍ରକାଶ କରିବେ” କିମ୍ବା “ଈଶ୍ବର ପ୍ରଘଟ କରିବେ” (ଦେଖ:rc://*/ta/man/translate/figs-activepassive)