or_tn/rom/08/18.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ବିଶ୍ବାସୀଭାବରେ ଆମ୍ଭମାନଙ୍କୁ ସ୍ମରଣ କରାନ୍ତି ଯେ ଆମ୍ଭମାନଙ୍କ ଶରୀରର ମୁକ୍ତି ସମୟରେ ଆମ୍ଭମାନଙ୍କ ଶରୀର ପରିବର୍ତ୍ତନ ହେବ, ଯାହା ଏହି ଅଧ୍ୟାୟରେ [ରୋମୀୟ ୮:୨୫] (II/୦୮/୫Imd) ସମାପ୍ତ ହୋଇଛି I
# For
ଏହା “ମୁଁ ବିବେଚନା କରିବି” ବିଷୟକୁ ଗୁରୁତ୍ବ ଦିଏ I ଏହାର ଅର୍ଥ ଏହା ନୁହେଁ “କାରଣ”
# I consider that ... are not worthy to be compared with
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ଏହି ବର୍ତ୍ତମାନ ସମୟର ଦୁଃଖକୁ କାହା ସହିତ ତୁଳନା କରିପାରିବି ନାହିଁ” (ଦେଖ:[[rc://*/ta/man/translate/figs-activepassive]])
# will be revealed
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ପ୍ରକାଶ କରିବେ” କିମ୍ବା “ଈଶ୍ବର ପ୍ରଘଟ କରିବେ” (ଦେଖ:[[rc://*/ta/man/translate/figs-activepassive]])