or_tn/rom/08/14.md

752 B

For as many as are led by the Spirit of God

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଲୋକଙ୍କପାଇଁ, ଯେଉଁମାନଙ୍କୁ ଈଶ୍ବରଙ୍କ ଆତ୍ମା ଚାଳନା ଦିଅନ୍ତି” (ଦେଖ:rc://*/ta/man/translate/figs-activepassive)

sons of God

ଏଠାରେ ଏହାର ଅର୍ଥ ହେଉଛି ଯୀଶୁଙ୍କର ବିଶ୍ବାସୀମାନେ ଓ ଅନେକ ସମୟରେ ଏହାକୁ “ଈଶ୍ବରଙ୍କ ସନ୍ତାନ” ବୋଲି ଅନୁବାଦ କରାଯାଏ I