or_tn/rom/08/14.md

8 lines
752 B
Markdown
Raw Permalink Normal View History

2020-11-19 00:15:53 +00:00
# For as many as are led by the Spirit of God
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଲୋକଙ୍କପାଇଁ, ଯେଉଁମାନଙ୍କୁ ଈଶ୍ବରଙ୍କ ଆତ୍ମା ଚାଳନା ଦିଅନ୍ତି” (ଦେଖ:[[rc://*/ta/man/translate/figs-activepassive]])
# sons of God
ଏଠାରେ ଏହାର ଅର୍ଥ ହେଉଛି ଯୀଶୁଙ୍କର ବିଶ୍ବାସୀମାନେ ଓ ଅନେକ ସମୟରେ ଏହାକୁ “ଈଶ୍ବରଙ୍କ ସନ୍ତାନ” ବୋଲି ଅନୁବାଦ କରାଯାଏ I