or_tn/rom/08/13.md

1.2 KiB

For if you live according to the flesh

କାରଣ ଯଦି ତୁମ୍ଭେମାନେ କେବଳ ତୁମ୍ଭମାନଙ୍କର ପାପରୂପ ସ୍ବଭାବକୁ ସନ୍ତୁଷ୍ଟ କରିବା ପାଇଁ ଜୀବନ କାଟୁଅଛ

you are about to die

ତୁମ୍ଭେମାନେ ନିଶ୍ଚିତ ଭାବରେ ଈଶ୍ବରଙ୍କ ଠାରୁ ପୃଥକ ହେବ

but if by the Spirit you put to death the body's actions

ପାଉଲ “ପୁରାତନ ସ୍ବଭାବ” ବିଷୟରେ କହନ୍ତି ଯେ ତାହା ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି, ସେହି ସ୍ବଭାବ ତାହାର ପାପରୂପ ଇଚ୍ଛାଗୁଡିକ ପାଇଁ ଦାୟୀ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯଦି ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭେମାନେ ତୁମ୍ଭମାନଙ୍କର ପାପରୂପ ଇଚ୍ଛାଗୁଡିକୁ ମାନିବାକୁ ବନ୍ଦ କରିଅଛ” (ଦେଖ:rc://*/ta/man/translate/figs-metaphor)