or_tn/rom/08/13.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# For if you live according to the flesh
କାରଣ ଯଦି ତୁମ୍ଭେମାନେ କେବଳ ତୁମ୍ଭମାନଙ୍କର ପାପରୂପ ସ୍ବଭାବକୁ ସନ୍ତୁଷ୍ଟ କରିବା ପାଇଁ ଜୀବନ କାଟୁଅଛ
# you are about to die
ତୁମ୍ଭେମାନେ ନିଶ୍ଚିତ ଭାବରେ ଈଶ୍ବରଙ୍କ ଠାରୁ ପୃଥକ ହେବ
# but if by the Spirit you put to death the body's actions
ପାଉଲ “ପୁରାତନ ସ୍ବଭାବ” ବିଷୟରେ କହନ୍ତି ଯେ ତାହା ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି, ସେହି ସ୍ବଭାବ ତାହାର ପାପରୂପ ଇଚ୍ଛାଗୁଡିକ ପାଇଁ ଦାୟୀ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯଦି ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭେମାନେ ତୁମ୍ଭମାନଙ୍କର ପାପରୂପ ଇଚ୍ଛାଗୁଡିକୁ ମାନିବାକୁ ବନ୍ଦ କରିଅଛ” (ଦେଖ:[[rc://*/ta/man/translate/figs-metaphor]])