or_tn/rom/08/10.md

1.6 KiB
Raw Permalink Blame History

If Christ is in you

ଜଣେ ବ୍ୟକ୍ତିଙ୍କଠାରେ ଖ୍ରୀଷ୍ଟ କିପରି ବାସ କରନ୍ତି ଏହାକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ଖ୍ରୀଷ୍ଟ ପବିତ୍ର ଆତ୍ମାଙ୍କ ମାଧ୍ୟମରେ ତୁମ୍ଭଠାରେ ବାସ କରନ୍ତି” (ଦେଖ:rc://*/ta/man/translate/figs-explicit)

the body is dead with respect to sin

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଜଣେ ବ୍ୟକ୍ତି ଆତ୍ମିକଭାବେ ପାପର ଶକ୍ତି ପ୍ରତି ମୃତ ହୋଇଛି କିମ୍ବା ) ପାପ ସକାଶେ ଭୌତିକ ଶରୀର ମୃତ୍ୟୁଭୋଗ କରିବ I (ଦେଖ:rc://*/ta/man/translate/figs-idiom)

the spirit is alive with respect to righteousness

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଜଣେ ବ୍ୟକ୍ତି ଆତ୍ମିକଭାବେ ଜୀବିତ ଅଟେ, କାରଣ ଯାହା ଉତ୍ତମ ତାହ କରିବା ପାଇଁ ଈଶ୍ବର ତାହାକୁ ତାହାଙ୍କ ଶକ୍ତି ଦେଇଅଛନ୍ତି କିମ୍ବା ) ଈଶ୍ବର ସେହି ବ୍ୟକ୍ତିକୁ ମୃତ୍ୟୁ ଉତ୍ତାରେ ପୁନର୍ବାର ଜୀବିତ କରାଇବେ, କାରଣ ଈଶ୍ବର ଧାର୍ମିକ ଓ ବିଶ୍ବାସୀମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି I (ଦେଖ:rc://*/ta/man/translate/figs-idiom)