# If Christ is in you ଜଣେ ବ୍ୟକ୍ତିଙ୍କଠାରେ ଖ୍ରୀଷ୍ଟ କିପରି ବାସ କରନ୍ତି ଏହାକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ଖ୍ରୀଷ୍ଟ ପବିତ୍ର ଆତ୍ମାଙ୍କ ମାଧ୍ୟମରେ ତୁମ୍ଭଠାରେ ବାସ କରନ୍ତି” (ଦେଖ:[[rc://*/ta/man/translate/figs-explicit]]) # the body is dead with respect to sin ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଜଣେ ବ୍ୟକ୍ତି ଆତ୍ମିକଭାବେ ପାପର ଶକ୍ତି ପ୍ରତି ମୃତ ହୋଇଛି କିମ୍ବା ୨) ପାପ ସକାଶେ ଭୌତିକ ଶରୀର ମୃତ୍ୟୁଭୋଗ କରିବ I (ଦେଖ:[[rc://*/ta/man/translate/figs-idiom]]) # the spirit is alive with respect to righteousness ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଜଣେ ବ୍ୟକ୍ତି ଆତ୍ମିକଭାବେ ଜୀବିତ ଅଟେ, କାରଣ ଯାହା ଉତ୍ତମ ତାହ କରିବା ପାଇଁ ଈଶ୍ବର ତାହାକୁ ତାହାଙ୍କ ଶକ୍ତି ଦେଇଅଛନ୍ତି କିମ୍ବା ୨) ଈଶ୍ବର ସେହି ବ୍ୟକ୍ତିକୁ ମୃତ୍ୟୁ ଉତ୍ତାରେ ପୁନର୍ବାର ଜୀବିତ କରାଇବେ, କାରଣ ଈଶ୍ବର ଧାର୍ମିକ ଓ ବିଶ୍ବାସୀମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି I (ଦେଖ:[[rc://*/ta/man/translate/figs-idiom]])