or_tn/rom/08/06.md

12 lines
1.0 KiB
Markdown

# Connecting Statement:
ପାଉଲ ବର୍ତ୍ତମାନ ଆମ୍ଭମାନଙ୍କଠାରେ ଥିବା ଶରୀରକୁ ଓ ଆତ୍ମାକୁ ପାର୍ଥକ୍ୟ କରି କହନ୍ତି
# the mind set on the flesh ... the mind set on the Spirit
ଏଠାରେ ପାଉଲ “ଶରୀର” ଓ “ଆତ୍ମା” ଉଭୟଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଜୀବିତ ବ୍ୟକ୍ତି ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ପାପୀ ଲୋକମାନେ ଯେପରି ଭାବନ୍ତିIII ପବିତ୍ର ଆତ୍ମାଙ୍କୁ ଶୁଣୁଥିବା ଲୋକମାନେ ଯେପରି ଭାବନ୍ତି” (ଦେଖ:[[rc://*/ta/man/translate/figs-personification]])
# death
ଏଠାରେ ଏହାର ଅର୍ଥ ହେଉଛି ଯେ ଈଶ୍ବରଙ୍କ ଠାରୁ ଜଣେ ବ୍ୟକ୍ତିଙ୍କ ପୃଥକୀକରଣ I