or_tn/rom/08/06.md

1.0 KiB

Connecting Statement:

ପାଉଲ ବର୍ତ୍ତମାନ ଆମ୍ଭମାନଙ୍କଠାରେ ଥିବା ଶରୀରକୁ ଓ ଆତ୍ମାକୁ ପାର୍ଥକ୍ୟ କରି କହନ୍ତି

the mind set on the flesh ... the mind set on the Spirit

ଏଠାରେ ପାଉଲ “ଶରୀର” ଓ “ଆତ୍ମା” ଉଭୟଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଜୀବିତ ବ୍ୟକ୍ତି ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ପାପୀ ଲୋକମାନେ ଯେପରି ଭାବନ୍ତିIII ପବିତ୍ର ଆତ୍ମାଙ୍କୁ ଶୁଣୁଥିବା ଲୋକମାନେ ଯେପରି ଭାବନ୍ତି” (ଦେଖ:rc://*/ta/man/translate/figs-personification)

death

ଏଠାରେ ଏହାର ଅର୍ଥ ହେଉଛି ଯେ ଈଶ୍ବରଙ୍କ ଠାରୁ ଜଣେ ବ୍ୟକ୍ତିଙ୍କ ପୃଥକୀକରଣ I