or_tn/rom/08/04.md

1.2 KiB

the requirements of the law might be fulfilled in us

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ବ୍ୟବସ୍ଥାର ଆବଶ୍ୟକତାକୁ ପୂର୍ଣ୍ଣ କରିପାରିବା” (ଦେଖ:rc://*/ta/man/translate/figs-activepassive)

we who walk not according to the flesh

ଏକ ମାର୍ଗରେ ଚାଲିବା ଏକ ରୂପକ ଅଟେ,ଯାହା ଜଣେ ବ୍ୟକ୍ତି କିପରି ଜୀବନଯାପନ କାଟୁଛି, ତାହା ଦେଖାଏ I ପାପରୂପ ସ୍ବଭାବ ପାଇଁ ଶରୀର ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଆମ୍ଭମାନଙ୍କର ପାପରୂପ ଇଚ୍ଛାଗୁଡିକୁ ପାଳନ କରୁନାହୁ” (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-idiom]])

but according to the Spirit

କିନ୍ତୁ ଯେଉଁ ଜଣ ପବିତ୍ର ଆତ୍ମାଙ୍କର ଆଜ୍ଞାକାରୀ ହୁଅନ୍ତି