12 lines
1.2 KiB
Markdown
12 lines
1.2 KiB
Markdown
|
# the requirements of the law might be fulfilled in us
|
||
|
|
||
|
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ବ୍ୟବସ୍ଥାର ଆବଶ୍ୟକତାକୁ ପୂର୍ଣ୍ଣ କରିପାରିବା” (ଦେଖ:[[rc://*/ta/man/translate/figs-activepassive]])
|
||
|
|
||
|
# we who walk not according to the flesh
|
||
|
|
||
|
ଏକ ମାର୍ଗରେ ଚାଲିବା ଏକ ରୂପକ ଅଟେ,ଯାହା ଜଣେ ବ୍ୟକ୍ତି କିପରି ଜୀବନଯାପନ କାଟୁଛି, ତାହା ଦେଖାଏ I ପାପରୂପ ସ୍ବଭାବ ପାଇଁ ଶରୀର ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଆମ୍ଭମାନଙ୍କର ପାପରୂପ ଇଚ୍ଛାଗୁଡିକୁ ପାଳନ କରୁନାହୁ” (ଦେଖ:[[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-idiom]])
|
||
|
|
||
|
# but according to the Spirit
|
||
|
|
||
|
କିନ୍ତୁ ଯେଉଁ ଜଣ ପବିତ୍ର ଆତ୍ମାଙ୍କର ଆଜ୍ଞାକାରୀ ହୁଅନ୍ତି
|