or_tn/rom/08/03.md

2.3 KiB

For what the law was unable to do because it was weak through the flesh, God did

ଏଠାରେ ବ୍ୟବସ୍ଥାକୁ ବ୍ୟକ୍ତି ବିଶେଷଭାବରେ ବର୍ଣ୍ଣନା କରାଯାଇଛି ଯେ କି ପାପର ଶକ୍ତିକୁ ଭାଙ୍ଗି ପାରେ ନାହିଁ I ଅନ୍ୟ ଏକ ଅନୁବାଦରେ: “କାରଣ ବ୍ୟବସ୍ଥାରେ ଆମ୍ଭମାନଙ୍କୁ ପାପ କରିବାଠାରୁ ଦୂର କରିବା ପାଇଁ ଶକ୍ତି ନ ଥିଲା, କାରଣ ଆମ୍ଭମାନଙ୍କ ମଧ୍ୟରେ ଥିବା ପାପ ବହୁତ ଶକ୍ତିଶାଳୀ ଅଟେ I କିନ୍ତୁ ଈଶ୍ବର ଆମ୍ଭମାନଙ୍କୁ ପାପ କରିବାରୁ ନିବୃତ୍ତ କରିଅଛନ୍ତି” (ଦେଖ:rc://*/ta/man/translate/figs-personification)

through the flesh

ଲୋକମାନଙ୍କ ପାପରୂପ ସ୍ବଭାବ ଯୋଗୁ

He ... sent his own Son in the likeness of sinful flesh ... an offering for sin ... he condemned sin

ଈଶ୍ବରଙ୍କ ପୁତ୍ର ଅନନ୍ତ କାଳ ପାଇଁ ତାହାଙ୍କ ଶରୀର ଓ ମାନବ ଜୀବନକୁ ପାପ ପାଇଁ ଅନନ୍ତ ବଳିଦାନ ରୂପରେ ଦେଇ ଆମ୍ଭମାନଙ୍କର ପାପ ବିରୁଦ୍ଧରେ ଈଶ୍ବରଙ୍କ ପବିତ୍ର କ୍ରୋଧକୁ ସନ୍ତୁଷ୍ଟ କଲେ I

Son

ଏହା ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ପାଇଁ ଏକ ଗୁରୁତ୍ବପୁର୍ଣ୍ଣ ନାମ ଅଟେ I (ଦେଖ:rc://*/ta/man/translate/guidelines-sonofgodprinciples)

in the likeness of sinful flesh

ଯେ କି ଅନ୍ୟ ଯେ କୌଣସି ଜଣେ ପାପୀ ମନୁଷ୍ୟ ପରି ଦେଖାଗଲେ

to be an offering for sin

ଯେପରି ସେ ଆମ୍ଭମାନଙ୍କର ପାପ ପାଇଁ ବଳିଦାନ ସ୍ବରୂପେ ମୃତ୍ୟୁବରଣ କରିପାରିବେ

he condemned sin in the flesh

ଈଶ୍ବର ତାହାଙ୍କ ପୁତ୍ରଙ୍କ ଶରୀର ଦ୍ବାରା ପାପର ଶକ୍ତିକୁ ଭାଙ୍ଗି ଦେଇଅଛନ୍ତି