or_tn/rom/08/03.md

28 lines
2.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# For what the law was unable to do because it was weak through the flesh, God did
ଏଠାରେ ବ୍ୟବସ୍ଥାକୁ ବ୍ୟକ୍ତି ବିଶେଷଭାବରେ ବର୍ଣ୍ଣନା କରାଯାଇଛି ଯେ କି ପାପର ଶକ୍ତିକୁ ଭାଙ୍ଗି ପାରେ ନାହିଁ I ଅନ୍ୟ ଏକ ଅନୁବାଦରେ: “କାରଣ ବ୍ୟବସ୍ଥାରେ ଆମ୍ଭମାନଙ୍କୁ ପାପ କରିବାଠାରୁ ଦୂର କରିବା ପାଇଁ ଶକ୍ତି ନ ଥିଲା, କାରଣ ଆମ୍ଭମାନଙ୍କ ମଧ୍ୟରେ ଥିବା ପାପ ବହୁତ ଶକ୍ତିଶାଳୀ ଅଟେ I କିନ୍ତୁ ଈଶ୍ବର ଆମ୍ଭମାନଙ୍କୁ ପାପ କରିବାରୁ ନିବୃତ୍ତ କରିଅଛନ୍ତି” (ଦେଖ:[[rc://*/ta/man/translate/figs-personification]])
# through the flesh
ଲୋକମାନଙ୍କ ପାପରୂପ ସ୍ବଭାବ ଯୋଗୁ
# He ... sent his own Son in the likeness of sinful flesh ... an offering for sin ... he condemned sin
ଈଶ୍ବରଙ୍କ ପୁତ୍ର ଅନନ୍ତ କାଳ ପାଇଁ ତାହାଙ୍କ ଶରୀର ଓ ମାନବ ଜୀବନକୁ ପାପ ପାଇଁ ଅନନ୍ତ ବଳିଦାନ ରୂପରେ ଦେଇ ଆମ୍ଭମାନଙ୍କର ପାପ ବିରୁଦ୍ଧରେ ଈଶ୍ବରଙ୍କ ପବିତ୍ର କ୍ରୋଧକୁ ସନ୍ତୁଷ୍ଟ କଲେ I
# Son
ଏହା ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ପାଇଁ ଏକ ଗୁରୁତ୍ବପୁର୍ଣ୍ଣ ନାମ ଅଟେ I (ଦେଖ:[[rc://*/ta/man/translate/guidelines-sonofgodprinciples]])
# in the likeness of sinful flesh
ଯେ କି ଅନ୍ୟ ଯେ କୌଣସି ଜଣେ ପାପୀ ମନୁଷ୍ୟ ପରି ଦେଖାଗଲେ
# to be an offering for sin
ଯେପରି ସେ ଆମ୍ଭମାନଙ୍କର ପାପ ପାଇଁ ବଳିଦାନ ସ୍ବରୂପେ ମୃତ୍ୟୁବରଣ କରିପାରିବେ
# he condemned sin in the flesh
ଈଶ୍ବର ତାହାଙ୍କ ପୁତ୍ରଙ୍କ ଶରୀର ଦ୍ବାରା ପାପର ଶକ୍ତିକୁ ଭାଙ୍ଗି ଦେଇଅଛନ୍ତି