or_tn/rom/08/02.md

12 lines
1.6 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# the law of the Spirit of life in Christ Jesus
ଏହା ଈଶ୍ବରଙ୍କ ଆତ୍ମାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ଆତ୍ମା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛି” (ଦେଖ:[[rc://*/ta/man/translate/figs-explicit]])
# has set you free from the law of sin and death
ପାପରୂପ ବ୍ୟବସ୍ଥାରୁ ଓ ମୃତ୍ୟୁରୁ ମୁକ୍ତ ହୋଇଅଛୁ ବାକ୍ୟାଂଶଟି ପାପ ଓ ମୃତ୍ୟୁର ବ୍ୟବସ୍ଥାରେ ନିୟନ୍ତ୍ରିତ ନୋହୁଁ ବାକ୍ୟାଂଶ ନିମନ୍ତେ ଏକ ରୂପକ ଅଟେ, । ଅନ୍ୟ ଏକ ଅନୁବାଦରେ: “ପାପ ଓ ମୃତ୍ୟୁର ବ୍ୟବସ୍ଥା ତୁମ୍ଭମାନଙ୍କୁ ଆଉ ନିୟନ୍ତ୍ରଣ କରିବ ନାହିଁ” (ଦେଖ:[[rc://*/ta/man/translate/figs-metaphor]])
# the law of sin and death
ସମ୍ଭାବିତ ଅର୍ଥଗୁଡିକ ଏହା ଦର୍ଶାଏ ୧) ବ୍ୟବସ୍ଥା ଲୋକମାନଙ୍କୁ ପାପ କରିବା ପାଇଁ ପ୍ରବର୍ତ୍ତାଏ, ଓ ସେମାନଙ୍କ ପାପ ସେମାନଙ୍କ ମୃତ୍ୟୁ ଘଟାଇଥାଏ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ପାପ ଓ ମୃତ୍ୟୁ ଘଟାଇଥାଏ” କିମ୍ବା ) ସିଦ୍ଧାନ୍ତ ଏହା ଯେ ଲୋକମାନେ ପାପ କରନ୍ତି ଓ ମୃତ୍ୟୁଭୋଗ କରନ୍ତି I