or_tn/rom/08/02.md

1.6 KiB
Raw Permalink Blame History

the law of the Spirit of life in Christ Jesus

ଏହା ଈଶ୍ବରଙ୍କ ଆତ୍ମାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ଆତ୍ମା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛି” (ଦେଖ:rc://*/ta/man/translate/figs-explicit)

has set you free from the law of sin and death

ପାପରୂପ ବ୍ୟବସ୍ଥାରୁ ଓ ମୃତ୍ୟୁରୁ ମୁକ୍ତ ହୋଇଅଛୁ ବାକ୍ୟାଂଶଟି ପାପ ଓ ମୃତ୍ୟୁର ବ୍ୟବସ୍ଥାରେ ନିୟନ୍ତ୍ରିତ ନୋହୁଁ ବାକ୍ୟାଂଶ ନିମନ୍ତେ ଏକ ରୂପକ ଅଟେ, । ଅନ୍ୟ ଏକ ଅନୁବାଦରେ: “ପାପ ଓ ମୃତ୍ୟୁର ବ୍ୟବସ୍ଥା ତୁମ୍ଭମାନଙ୍କୁ ଆଉ ନିୟନ୍ତ୍ରଣ କରିବ ନାହିଁ” (ଦେଖ:rc://*/ta/man/translate/figs-metaphor)

the law of sin and death

ସମ୍ଭାବିତ ଅର୍ଥଗୁଡିକ ଏହା ଦର୍ଶାଏ ୧) ବ୍ୟବସ୍ଥା ଲୋକମାନଙ୍କୁ ପାପ କରିବା ପାଇଁ ପ୍ରବର୍ତ୍ତାଏ, ଓ ସେମାନଙ୍କ ପାପ ସେମାନଙ୍କ ମୃତ୍ୟୁ ଘଟାଇଥାଏ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ପାପ ଓ ମୃତ୍ୟୁ ଘଟାଇଥାଏ” କିମ୍ବା ) ସିଦ୍ଧାନ୍ତ ଏହା ଯେ ଲୋକମାନେ ପାପ କରନ୍ତି ଓ ମୃତ୍ୟୁଭୋଗ କରନ୍ତି I