or_tn/rom/08/01.md

969 B

Connecting Statement:

ପାଉଲ ପାପ ଓ ଭଲ ବିଷୟ ସହିତ ଯେଉଁ ସଂଘର୍ଷ କରିଛନ୍ତି, ସେ ତାହାର ଉତ୍ତର ଦିଅନ୍ତିI

There is therefore now no condemnation for those who are in Christ Jesus

ଏଠାରେ “ଦଣ୍ଡାଜ୍ଞା” ଲୋକମାନଙ୍କୁ ଦଣ୍ଡିତ କରିବାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସଂଯୁକ୍ତ ହୋଇଅଛନ୍ତି, ଈଶ୍ବର ସେମାନଙ୍କୁ ଦଣ୍ଡାଜ୍ଞା ଓ ଶାସ୍ତି ଦେବେ ନାହିଁ” (ଦେଖ:rc://*/ta/man/translate/figs-explicit)

therefore

ସେହି କାରଣ ପାଇଁ କିମ୍ବା “ଯେହେତୁ ଏବେ ମୁଁ ଯାହା କହିଲି ତାହା ସତ୍ୟ ଅଟେ”