12 lines
969 B
Markdown
12 lines
969 B
Markdown
|
# Connecting Statement:
|
||
|
|
||
|
ପାଉଲ ପାପ ଓ ଭଲ ବିଷୟ ସହିତ ଯେଉଁ ସଂଘର୍ଷ କରିଛନ୍ତି, ସେ ତାହାର ଉତ୍ତର ଦିଅନ୍ତିI
|
||
|
|
||
|
# There is therefore now no condemnation for those who are in Christ Jesus
|
||
|
|
||
|
ଏଠାରେ “ଦଣ୍ଡାଜ୍ଞା” ଲୋକମାନଙ୍କୁ ଦଣ୍ଡିତ କରିବାକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସଂଯୁକ୍ତ ହୋଇଅଛନ୍ତି, ଈଶ୍ବର ସେମାନଙ୍କୁ ଦଣ୍ଡାଜ୍ଞା ଓ ଶାସ୍ତି ଦେବେ ନାହିଁ” (ଦେଖ:[[rc://*/ta/man/translate/figs-explicit]])
|
||
|
|
||
|
# therefore
|
||
|
|
||
|
ସେହି କାରଣ ପାଇଁ କିମ୍ବା “ଯେହେତୁ ଏବେ ମୁଁ ଯାହା କହିଲି ତାହା ସତ୍ୟ ଅଟେ”
|