or_tn/rom/07/11.md

2.0 KiB
Raw Permalink Blame History

For sin took the opportunity through the commandment and deceived me. Through the commandment it killed me

ଯେପରି [ରୋମୀୟ ୭:୭-୮] (I/୭Imd)ରେ ପାଉଲ ପାପକୁ ଜଣେ ବ୍ୟକ୍ତି ସହ ବର୍ଣ୍ଣନା କରନ୍ତି, ଯିଏ ୩ଟି ବିଷୟ କରିପାରିବ: ସୁଯୋଗ ନେବା, ପ୍ରତାରଣା କରିବା, ଓ ବଧ କରିବା I ଅନ୍ୟ ଏକ ଅନୁବାଦରେ: “କାରଣ ମୁଁ ପାପ କରିବାକୁ ଚାହୁଁଥିଲି, ମୁଁ ନିଜକୁ ଏହା ଭାବି ପ୍ରତାରଣା କଲି କି ମୁଁ ପାପ କରିପାରିବି ଓ ସେହି ଏକା ସମୟରେ ଆଜ୍ଞା ପାଳନ କରିପାରିବି, କିନ୍ତୁ ଈଶ୍ବର ମୋତେ ତାହାଙ୍କ ଠାରୁ ଅଲଗା କରି ଆଜ୍ଞାର ଅବଜ୍ଞା ପାଇଁ ଦଣ୍ଡିତ କଲେ” (ଦେଖ:rc://*/ta/man/translate/figs-personification)

sin

ପାପ କରିବାକୁ ମୋର ଇଚ୍ଛା

took the opportunity through the commandment

ପାଉଲ ପାପକୁ ଜଣେ ବ୍ୟକ୍ତି ସହ ତୁଳନା କରନ୍ତି ଯେ କି କାର୍ଯ୍ୟ କରିପାରିବେ। ଦେଖ ତୁମ୍ଭେ [ରୋମୀୟ ୭: ୮](II/୦୭ /୮Imd) ରେ ଏହାର ଅନୁବାଦ କେମିତି କରିଛ I (ଦେଖ:rc://*/ta/man/translate/figs-personification)

it killed me

ପାଉଲ ପାପୀମାନଙ୍କ ଉପରେ ଈଶ୍ବରଙ୍କ ଦଣ୍ଡ ବିଷୟରେ କହନ୍ତି ଯେ ସତେ ଯେପରି ଶାରୀରିକ ମୃତ୍ୟୁ ଏହାର ପରିଣାମ ଅଟେ I ଅନ୍ୟ ଏକ ଅନୁବାଦରେ: “ଏହା ମୋତେ ଈଶ୍ବରଙ୍କ ଠାରୁ ଅଲଗା କରିଦେଲା” (ଦେଖ:rc://*/ta/man/translate/figs-metaphor)