or_tn/rom/07/11.md

16 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# For sin took the opportunity through the commandment and deceived me. Through the commandment it killed me
ଯେପରି [ରୋମୀୟ ୭:୭-୮] (I/୭Imd)ରେ ପାଉଲ ପାପକୁ ଜଣେ ବ୍ୟକ୍ତି ସହ ବର୍ଣ୍ଣନା କରନ୍ତି, ଯିଏ ୩ଟି ବିଷୟ କରିପାରିବ: ସୁଯୋଗ ନେବା, ପ୍ରତାରଣା କରିବା, ଓ ବଧ କରିବା I ଅନ୍ୟ ଏକ ଅନୁବାଦରେ: “କାରଣ ମୁଁ ପାପ କରିବାକୁ ଚାହୁଁଥିଲି, ମୁଁ ନିଜକୁ ଏହା ଭାବି ପ୍ରତାରଣା କଲି କି ମୁଁ ପାପ କରିପାରିବି ଓ ସେହି ଏକା ସମୟରେ ଆଜ୍ଞା ପାଳନ କରିପାରିବି, କିନ୍ତୁ ଈଶ୍ବର ମୋତେ ତାହାଙ୍କ ଠାରୁ ଅଲଗା କରି ଆଜ୍ଞାର ଅବଜ୍ଞା ପାଇଁ ଦଣ୍ଡିତ କଲେ” (ଦେଖ:[[rc://*/ta/man/translate/figs-personification]])
# sin
ପାପ କରିବାକୁ ମୋର ଇଚ୍ଛା
# took the opportunity through the commandment
ପାଉଲ ପାପକୁ ଜଣେ ବ୍ୟକ୍ତି ସହ ତୁଳନା କରନ୍ତି ଯେ କି କାର୍ଯ୍ୟ କରିପାରିବେ। ଦେଖ ତୁମ୍ଭେ [ରୋମୀୟ ୭: ୮](II/୦୭ /୮Imd) ରେ ଏହାର ଅନୁବାଦ କେମିତି କରିଛ I (ଦେଖ:[[rc://*/ta/man/translate/figs-personification]])
# it killed me
ପାଉଲ ପାପୀମାନଙ୍କ ଉପରେ ଈଶ୍ବରଙ୍କ ଦଣ୍ଡ ବିଷୟରେ କହନ୍ତି ଯେ ସତେ ଯେପରି ଶାରୀରିକ ମୃତ୍ୟୁ ଏହାର ପରିଣାମ ଅଟେ I ଅନ୍ୟ ଏକ ଅନୁବାଦରେ: “ଏହା ମୋତେ ଈଶ୍ବରଙ୍କ ଠାରୁ ଅଲଗା କରିଦେଲା” (ଦେଖ:[[rc://*/ta/man/translate/figs-metaphor]])