or_tn/rom/07/03.md

1.6 KiB
Raw Permalink Blame History

Connecting Statement:

ଏହି ପଦ ପାଉଲ “ବ୍ୟବସ୍ଥା ଜଣେ ବ୍ୟକ୍ତିକୁ ସେପର୍ଯ୍ୟନ୍ତ ନିୟନ୍ତ୍ରଣ କରେ, ଯେପର୍ଯ୍ୟନ୍ତ ସେ ଜୀବିତ ରହେ”ର ଅର୍ଥ ବୁଝାଇବା ସହିତ ସମାପ୍ତ ହୁଏ ([ରୋମୀୟ ୭:୧] (I/୧Imd))I

she will be called an adulteress

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ଏକ ବ୍ୟଭିଚାରିଣୀ ଭାବରେ ବିଚାର କରିବେ” ବା “ଲୋକମାନେ ତାହାଙ୍କୁ ବ୍ୟଭିଚାରିଣୀ ବୋଲି ଡାକିବେ” (ଦେଖ:rc://*/ta/man/translate/figs-activepassive)

she is free from the law

ଏଠାରେ ବ୍ୟବସ୍ଥାରୁ ମୁକ୍ତ ହେବାର ଅର୍ଥ ବ୍ୟବସ୍ଥାକୁ ଆଉ ପାଳନ ନ କରିବା I ଏହି ଘଟଣାରେ, ମହିଳା ଜଣକୁ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ନାହିଁ, ଯାହା କହେ ଯେ ଜଣେ ବିବାହିତା ମହିଳା ଅନ୍ୟ ପୁରୁଷ ସହିତ ବିବାହ କରିପାରିବ ନାହିଁ I ଅନ୍ୟ ଏକ ଅନୁବାଦରେ: “ସେ ବ୍ୟବସ୍ଥା ପାଳନ କରିବାକୁ ହେବ ନାହିଁ”