# Connecting Statement: ଏହି ପଦ ପାଉଲ “ବ୍ୟବସ୍ଥା ଜଣେ ବ୍ୟକ୍ତିକୁ ସେପର୍ଯ୍ୟନ୍ତ ନିୟନ୍ତ୍ରଣ କରେ, ଯେପର୍ଯ୍ୟନ୍ତ ସେ ଜୀବିତ ରହେ”ର ଅର୍ଥ ବୁଝାଇବା ସହିତ ସମାପ୍ତ ହୁଏ ([ରୋମୀୟ ୭:୧] (I/୦୧Imd))I # she will be called an adulteress ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ଏକ ବ୍ୟଭିଚାରିଣୀ ଭାବରେ ବିଚାର କରିବେ” ବା “ଲୋକମାନେ ତାହାଙ୍କୁ ବ୍ୟଭିଚାରିଣୀ ବୋଲି ଡାକିବେ” (ଦେଖ:[[rc://*/ta/man/translate/figs-activepassive]]) # she is free from the law ଏଠାରେ ବ୍ୟବସ୍ଥାରୁ ମୁକ୍ତ ହେବାର ଅର୍ଥ ବ୍ୟବସ୍ଥାକୁ ଆଉ ପାଳନ ନ କରିବା I ଏହି ଘଟଣାରେ, ମହିଳା ଜଣକୁ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ନାହିଁ, ଯାହା କହେ ଯେ ଜଣେ ବିବାହିତା ମହିଳା ଅନ୍ୟ ପୁରୁଷ ସହିତ ବିବାହ କରିପାରିବ ନାହିଁ I ଅନ୍ୟ ଏକ ଅନୁବାଦରେ: “ସେ ବ୍ୟବସ୍ଥା ପାଳନ କରିବାକୁ ହେବ ନାହିଁ”