or_tn/rom/06/23.md

970 B

For the wages of sin are death

“ବେତନ” ଶବ୍ଦ କାହାକୁ ସେମାନଙ୍କର କର୍ମ ପାଇଁ ଦିଆଯାଇଥିବା ପରିଶୋଧକୁ ଦର୍ଶାଏ I “କାରଣ ଯଦି ତୁମ୍ଭେମାନେ ପାପର ସେବା କର, ତୁମ୍ଭେମାନେ ପରିଶୋଧ ରୂପରେ ଆତ୍ମିକ ମୃତ୍ୟୁ ଗ୍ରହଣ କରିବ” କିମ୍ବା “ଯଦି ତୁମ୍ଭେମାନେ ପାପ କରିବା ଚାଲୁ ରଖ, ଈଶ୍ବର ତୁମ୍ଭମାନଙ୍କୁ ଆତ୍ମିକ ମୃତ୍ୟୁ ସହିତ ଦଣ୍ଡିତ କରିବେ”

but the gift of God is eternal life in Christ Jesus our Lord

କିନ୍ତୁ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ,ଈଶ୍ବର ସେହି ଲୋକମାନଙ୍କୁ ଅନନ୍ତ ଜୀବନ ଦେବେ