# For the wages of sin are death “ବେତନ” ଶବ୍ଦ କାହାକୁ ସେମାନଙ୍କର କର୍ମ ପାଇଁ ଦିଆଯାଇଥିବା ପରିଶୋଧକୁ ଦର୍ଶାଏ I “କାରଣ ଯଦି ତୁମ୍ଭେମାନେ ପାପର ସେବା କର, ତୁମ୍ଭେମାନେ ପରିଶୋଧ ରୂପରେ ଆତ୍ମିକ ମୃତ୍ୟୁ ଗ୍ରହଣ କରିବ” କିମ୍ବା “ଯଦି ତୁମ୍ଭେମାନେ ପାପ କରିବା ଚାଲୁ ରଖ, ଈଶ୍ବର ତୁମ୍ଭମାନଙ୍କୁ ଆତ୍ମିକ ମୃତ୍ୟୁ ସହିତ ଦଣ୍ଡିତ କରିବେ” # but the gift of God is eternal life in Christ Jesus our Lord କିନ୍ତୁ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ,ଈଶ୍ବର ସେହି ଲୋକମାନଙ୍କୁ ଅନନ୍ତ ଜୀବନ ଦେବେ