or_tn/rom/06/20.md

997 B

you were free from righteousness

ଏଠାରେ “ଧାର୍ମିକତାରୁ ମୁକ୍ତ” ଏକ ରୂପକ, ଯାହାର ଅର୍ଥ ହେଉଛି, ଯାହା ଧର୍ମମୟ, ତାହା ନ କରିବା I ଲୋକମାନେ ଏପରି ବଞ୍ଚୁଥିଲେ, ସତେ ଯେପରି ଯାହା ସଠିକ୍, ତାହା ସେମାନଙ୍କୁ କରିବାର ନ ଥିଲା I ଅନ୍ୟ ଏକ ଅନୁବାଦରେ: “ଏହା ଏପରି ଥିଲା, ଯେପରି ତୁମ୍ଭେମାନେ ଧାର୍ମିକତାରୁ ମୁକ୍ତ ଥିଲ” କିମ୍ବା “ତୁମ୍ଭେମାନେ ଏପରି ବ୍ୟବହାର କରୁଥିଲ ସତେ ଯେପରି ଯାହା ଠିକ୍ ଥିଲା, ତୁମ୍ଭମାନଙ୍କୁ ତାହା କରିବାର ନ ଥିଲା” (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-irony]])