or_tn/rom/06/20.md

4 lines
997 B
Markdown
Raw Permalink Normal View History

2020-11-19 00:15:53 +00:00
# you were free from righteousness
ଏଠାରେ “ଧାର୍ମିକତାରୁ ମୁକ୍ତ” ଏକ ରୂପକ, ଯାହାର ଅର୍ଥ ହେଉଛି, ଯାହା ଧର୍ମମୟ, ତାହା ନ କରିବା I ଲୋକମାନେ ଏପରି ବଞ୍ଚୁଥିଲେ, ସତେ ଯେପରି ଯାହା ସଠିକ୍, ତାହା ସେମାନଙ୍କୁ କରିବାର ନ ଥିଲା I ଅନ୍ୟ ଏକ ଅନୁବାଦରେ: “ଏହା ଏପରି ଥିଲା, ଯେପରି ତୁମ୍ଭେମାନେ ଧାର୍ମିକତାରୁ ମୁକ୍ତ ଥିଲ” କିମ୍ବା “ତୁମ୍ଭେମାନେ ଏପରି ବ୍ୟବହାର କରୁଥିଲ ସତେ ଯେପରି ଯାହା ଠିକ୍ ଥିଲା, ତୁମ୍ଭମାନଙ୍କୁ ତାହା କରିବାର ନ ଥିଲା” (ଦେଖ:[[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-irony]])