or_tn/rom/06/18.md

16 lines
2.5 KiB
Markdown

# You have been made free from sin
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରିଛନ୍ତି” (ଦେଖ:[[rc://*/ta/man/translate/figs-activepassive]])
# You have been made free from sin
ଏଠାରେ “ପାପରୁ ମୁକ୍ତି” ପାପ ପ୍ରତି ଆଉ ତୀବ୍ର ଇଚ୍ଛା ନ ହେବା ଓ ନିଜକୁ ପାପରୁ ରୋକିବାକୁ ସକ୍ଷମ ହେବା ପାଇଁ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ପାପ କରିବାର ପ୍ରବଳ ଇଚ୍ଛାକୁ ଛଡ଼ାଇ ନିଆଯାଇଛି” କିମ୍ବା “ତୁମ୍ଭମାନଙ୍କୁ ତୁମ୍ଭ ଉପରେ ପାପର ନିୟନ୍ତ୍ରଣରୁ ମୁକ୍ତ କରି ଦିଆଯାଇଛି”
# you have been made slaves of righteousness
ଧାର୍ମିକତାର ଦାସତ୍ଵ ଏକ ରୂପକ ଅଟେ, ଯାହାର ଅର୍ଥ ସଠିକ୍ କାର୍ଯ୍ୟ କରିବାକୁ ପ୍ରବଳ ଇଚ୍ଛା ହେବା। ଏହା ଏପରି ଅଟେ, ସତେ ଯେପରି ଧାର୍ମିକତା ବ୍ୟକ୍ତିକୁ ନିୟନ୍ତ୍ରଣ କରେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କୁ ଧାର୍ମିକତାର ଦାସ ପରି ନିର୍ମିତ କରାଯାଇଛି”କିମ୍ବା “ବର୍ତ୍ତମାନ ତୁମ୍ଭେମାନେ ଧାର୍ମିକତାର ନିୟନ୍ତ୍ରଣରେ ରହିଛ” (ଦେଖ:[[rc://*/ta/man/translate/figs-metaphor]])
# you have been made slaves of righteousness
ଏହାକୁ କର୍ତ୍ତୃବାଚ୍ୟଭାବରେ କହିପାରିବ। ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଧାର୍ମିକତାର ଦାସତ୍ଵଭାବରେ ନିର୍ମିତ କରିଅଛନ୍ତି” ବା “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିଛନ୍ତି, ତେଣୁ ତୁମ୍ଭେମାନେ ବର୍ତ୍ତମାନ ଧାର୍ମିକତା ଦ୍ବାରା ନିୟନ୍ତ୍ରିତ ହୋଇଅଛ”