or_tn/rom/06/18.md

2.5 KiB

You have been made free from sin

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରିଛନ୍ତି” (ଦେଖ:rc://*/ta/man/translate/figs-activepassive)

You have been made free from sin

ଏଠାରେ “ପାପରୁ ମୁକ୍ତି” ପାପ ପ୍ରତି ଆଉ ତୀବ୍ର ଇଚ୍ଛା ନ ହେବା ଓ ନିଜକୁ ପାପରୁ ରୋକିବାକୁ ସକ୍ଷମ ହେବା ପାଇଁ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ପାପ କରିବାର ପ୍ରବଳ ଇଚ୍ଛାକୁ ଛଡ଼ାଇ ନିଆଯାଇଛି” କିମ୍ବା “ତୁମ୍ଭମାନଙ୍କୁ ତୁମ୍ଭ ଉପରେ ପାପର ନିୟନ୍ତ୍ରଣରୁ ମୁକ୍ତ କରି ଦିଆଯାଇଛି”

you have been made slaves of righteousness

ଧାର୍ମିକତାର ଦାସତ୍ଵ ଏକ ରୂପକ ଅଟେ, ଯାହାର ଅର୍ଥ ସଠିକ୍ କାର୍ଯ୍ୟ କରିବାକୁ ପ୍ରବଳ ଇଚ୍ଛା ହେବା। ଏହା ଏପରି ଅଟେ, ସତେ ଯେପରି ଧାର୍ମିକତା ବ୍ୟକ୍ତିକୁ ନିୟନ୍ତ୍ରଣ କରେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କୁ ଧାର୍ମିକତାର ଦାସ ପରି ନିର୍ମିତ କରାଯାଇଛି”କିମ୍ବା “ବର୍ତ୍ତମାନ ତୁମ୍ଭେମାନେ ଧାର୍ମିକତାର ନିୟନ୍ତ୍ରଣରେ ରହିଛ” (ଦେଖ:rc://*/ta/man/translate/figs-metaphor)

you have been made slaves of righteousness

ଏହାକୁ କର୍ତ୍ତୃବାଚ୍ୟଭାବରେ କହିପାରିବ। ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଧାର୍ମିକତାର ଦାସତ୍ଵଭାବରେ ନିର୍ମିତ କରିଅଛନ୍ତି” ବା “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପରିବର୍ତ୍ତନ କରିଛନ୍ତି, ତେଣୁ ତୁମ୍ଭେମାନେ ବର୍ତ୍ତମାନ ଧାର୍ମିକତା ଦ୍ବାରା ନିୟନ୍ତ୍ରିତ ହୋଇଅଛ”