or_tn/rom/06/17.md

2.4 KiB

But thanks be to God!

କିନ୍ତୁ ମୁଁ ଈଶ୍ବରଙ୍କୁ ଧନ୍ୟବାଦ ଦେଉଛି!

For you were slaves of sin

ପାପର ଦାସତ୍ଵ ଏକ ରୂପକ ଅଟେ, ଯାହାର ଅର୍ଥ ପାପ କରିବାର ଏମିତି ଏକ ତୀବ୍ର ଇଚ୍ଛା, ଯାହାକୁ କେହି ନିଜକୁ ପାପ କରିବାରୁ ରୋକିବାକୁ ସକ୍ଷମ ହୋଇପାରେ ନାହିଁ I ଏହା ସତେ ଯେପରି ପାପ ସେହି ବ୍ୟକ୍ତିକୁ ନିୟନ୍ତ୍ରଣ କରୁଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ପାପର ଦାସ ପରି ଥିଲ” କିମ୍ବା “ତୁମ୍ଭେମାନେ ପାପ ଦ୍ବାରା ନିୟନ୍ତ୍ରିତ ଥିଲ” (ଦେଖ:rc://*/ta/man/translate/figs-metaphor)

but you have obeyed from the heart

ଏଠାରେ “ହୃଦୟ” ଶବ୍ଦଟି କିଛି କରିବା ପାଇଁ ଆନ୍ତରିକ ଓ ସତ୍ୟପ୍ରିୟ ଉଦ୍ଦେଶ୍ୟକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ତୁମ୍ଭେମାନେ ସତ୍ୟଭାବରେ ପାଳନ କଲ” (ଦେଖ:rc://*/ta/man/translate/figs-metonymy)

the pattern of teaching that you were given

ଏଠାରେ “ଢାଞ୍ଚା” ବଞ୍ଚିବାର ପ୍ରଣାଳୀକୁ ଦର୍ଶାଏ, ଯାହା ଧାର୍ମିକତା ପଥରେ କଢ଼ାଇ ନିଏ I ବିଶ୍ଵାସୀମାନେ ବଞ୍ଚିବାର ପୁରୁଣା ପ୍ରଣାଳୀ ପରିବର୍ତ୍ତନ କରି ବଞ୍ଚିବାର ନୂତନ ପ୍ରଣାଳୀ ଗ୍ରହଣ କରନ୍ତି, ଯାହାକି ଖ୍ରୀଷ୍ଟିୟାନ ନେତାମାନେ ସେମାନଙ୍କୁ ଶିଖାନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେହି ଶିକ୍ଷା, ଯାହା ଖ୍ରୀଷ୍ଟିୟାନ ନେତାମାନେ ତୁମ୍ଭମାନଙ୍କୁ ଦେଇଥିଲେ” (ଦେଖ:rc://*/ta/man/translate/figs-activepassive)