# But thanks be to God! କିନ୍ତୁ ମୁଁ ଈଶ୍ବରଙ୍କୁ ଧନ୍ୟବାଦ ଦେଉଛି! # For you were slaves of sin ପାପର ଦାସତ୍ଵ ଏକ ରୂପକ ଅଟେ, ଯାହାର ଅର୍ଥ ପାପ କରିବାର ଏମିତି ଏକ ତୀବ୍ର ଇଚ୍ଛା, ଯାହାକୁ କେହି ନିଜକୁ ପାପ କରିବାରୁ ରୋକିବାକୁ ସକ୍ଷମ ହୋଇପାରେ ନାହିଁ I ଏହା ସତେ ଯେପରି ପାପ ସେହି ବ୍ୟକ୍ତିକୁ ନିୟନ୍ତ୍ରଣ କରୁଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ପାପର ଦାସ ପରି ଥିଲ” କିମ୍ବା “ତୁମ୍ଭେମାନେ ପାପ ଦ୍ବାରା ନିୟନ୍ତ୍ରିତ ଥିଲ” (ଦେଖ:[[rc://*/ta/man/translate/figs-metaphor]]) # but you have obeyed from the heart ଏଠାରେ “ହୃଦୟ” ଶବ୍ଦଟି କିଛି କରିବା ପାଇଁ ଆନ୍ତରିକ ଓ ସତ୍ୟପ୍ରିୟ ଉଦ୍ଦେଶ୍ୟକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ତୁମ୍ଭେମାନେ ସତ୍ୟଭାବରେ ପାଳନ କଲ” (ଦେଖ:[[rc://*/ta/man/translate/figs-metonymy]]) # the pattern of teaching that you were given ଏଠାରେ “ଢାଞ୍ଚା” ବଞ୍ଚିବାର ପ୍ରଣାଳୀକୁ ଦର୍ଶାଏ, ଯାହା ଧାର୍ମିକତା ପଥରେ କଢ଼ାଇ ନିଏ I ବିଶ୍ଵାସୀମାନେ ବଞ୍ଚିବାର ପୁରୁଣା ପ୍ରଣାଳୀ ପରିବର୍ତ୍ତନ କରି ବଞ୍ଚିବାର ନୂତନ ପ୍ରଣାଳୀ ଗ୍ରହଣ କରନ୍ତି, ଯାହାକି ଖ୍ରୀଷ୍ଟିୟାନ ନେତାମାନେ ସେମାନଙ୍କୁ ଶିଖାନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେହି ଶିକ୍ଷା, ଯାହା ଖ୍ରୀଷ୍ଟିୟାନ ନେତାମାନେ ତୁମ୍ଭମାନଙ୍କୁ ଦେଇଥିଲେ” (ଦେଖ:[[rc://*/ta/man/translate/figs-activepassive]])