or_tn/rom/06/16.md

2.0 KiB

Do you not know that the one to whom you present yourselves as slaves is the one to which you are obedient, the one you must obey?

ପାଉଲ ଜଣେ କାହାକୁ ଭର୍ତ୍ସନା କରି କହିବାକୁ ଏକ ପ୍ରଶ୍ନର ବ୍ୟବହାର କରନ୍ତି ଯେ କି ଈଶ୍ବରଙ୍କ ଅନୁଗ୍ରହ ପାପ କରିବାକୁ ଦିଏ ବୋଲି ଭାବିପାରେ I ତୁମ୍ଭେମାନେ ଏହାକୁ ଏକ ଦୃଢ ବାକ୍ୟ ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିବା ଉଚିତ୍ ଯେ ତୁମ୍ଭେମାନେ ସେହି କର୍ତ୍ତାର ଦାସ ଅଟ ଯାହାକୁ ତୁମ୍ଭେମାନେ ମାନିବାକୁ ବାଛିଛି!”(ଦେଖ:rc://*/ta/man/translate/figs-rquestion)

whether you are slaves to sin ... or slaves to obedience

ଏଠାରେ,ପାଉଲ “ପାପ” ଓ “ଆଜ୍ଞାକାରିତା” କଥା କହନ୍ତି ସତେ ଯେପରି ସେମାନେ ଏକ ଦାସ ମାନିବIକୁ ଥିବା ସ୍ଵାମୀ ସଦୃଶ ଥିଲେ I ଅନ୍ୟ ଏକ ଅନୁବାଦରେ: “କ’ଣ ତୁମ୍ଭେମାନେ ପାପ ନିକଟରେ ଦାସ ପରି ଅଟ IIIକିମ୍ବା ଆଜ୍ଞାକାରିତା” ନିକଟରେ ଦାସମାନଙ୍କ ପରି ଅଟ” କିମ୍ବା “ହୁଏତ ତୁମ୍ଭେମାନେ ପାପ ନିକଟରେ ଦାସ ଅଟ III କିମ୍ବା ତୁମ୍ଭେମାନେ ଆଜ୍ଞାକାରିତା ନିକରରେ ଦାସ ଅଟ” (ଦେଖ:rc://*/ta/man/translate/figs-personification)

which leads to death ... which leads to righteousness

ଯାହାର ପରିଣାମ ମୃତ୍ୟୁ ହୁଏ III ଯାହାର ପରିଣାମ ଧାର୍ମିକତା ଅଟେ