or_tn/rom/06/01.md

1.5 KiB

Connecting Statement:

ଅନୁଗ୍ରହର ଅଧୀନରେ, ପାଉଲ ସେହି ଲୋକମାନଙ୍କୁ କହନ୍ତି, ଯେଉଁମାନେ ସତେ ଯେପରି ପାପ ପାଇଁ ମରିଛନ୍ତି ଓ ଈଶ୍ବରଙ୍କ ପାଇଁ ଜୀବିତଥିବା ସଦୃଶ ଏକ ନୂତନ ଜୀବନ ବଞ୍ଚିବାକୁ ଯୀଶୁଙ୍କଠାରେ ବିଶ୍ବାସ କରୁଛନ୍ତି ।

What then will we say? Should we continue in sin so that grace may abound?

ପାଉଲ ତାହାଙ୍କ ପାଠକମାନଙ୍କର ଧ୍ୟାନକୁ ଆକର୍ଷଣ କରିବାକୁ ଏହି ଭାବ ପ୍ରକାଶକ ପ୍ରଶ୍ନ ପଚାରନ୍ତି I ଅନ୍ୟ ଏକ ଅନୁବାଦରେ: “ତେଣୁ, ଆମେ ଏହିସବୁ ବିଷୟରେ କଣ କହିବା ଉଚିତ୍? ଆମ୍ଭେମାନେ ନିଶ୍ଚିତ ରୂପରେ ପାପ କରିଚାଲିବା ଉଚିତ୍ ନୁହେଁ, ଯେପରି ଇଶ୍ଵର ଆମ୍ଭମାନଙ୍କୁ ଅଧିକରୁ ଅଧିକ ଅନୁଗ୍ରହ ପ୍ରଦାନ କରିବେ! (ଦେଖ:rc://*/ta/man/translate/figs-rquestion)

we say

ସର୍ବନାମ “ଆମ୍ଭେ” ପାଉଲ, ତାହାଙ୍କର ପାଠକମାନଙ୍କୁ, ଓ ଅନ୍ୟ ଲୋକମାନଙ୍କୁ ଦର୍ଶାଏ I (ଦେଖ:rc://*/ta/man/translate/figs-inclusive)