# Connecting Statement: ଅନୁଗ୍ରହର ଅଧୀନରେ, ପାଉଲ ସେହି ଲୋକମାନଙ୍କୁ କହନ୍ତି, ଯେଉଁମାନେ ସତେ ଯେପରି ପାପ ପାଇଁ ମରିଛନ୍ତି ଓ ଈଶ୍ବରଙ୍କ ପାଇଁ ଜୀବିତଥିବା ସଦୃଶ ଏକ ନୂତନ ଜୀବନ ବଞ୍ଚିବାକୁ ଯୀଶୁଙ୍କଠାରେ ବିଶ୍ବାସ କରୁଛନ୍ତି । # What then will we say? Should we continue in sin so that grace may abound? ପାଉଲ ତାହାଙ୍କ ପାଠକମାନଙ୍କର ଧ୍ୟାନକୁ ଆକର୍ଷଣ କରିବାକୁ ଏହି ଭାବ ପ୍ରକାଶକ ପ୍ରଶ୍ନ ପଚାରନ୍ତି I ଅନ୍ୟ ଏକ ଅନୁବାଦରେ: “ତେଣୁ, ଆମେ ଏହିସବୁ ବିଷୟରେ କଣ କହିବା ଉଚିତ୍? ଆମ୍ଭେମାନେ ନିଶ୍ଚିତ ରୂପରେ ପାପ କରିଚାଲିବା ଉଚିତ୍ ନୁହେଁ, ଯେପରି ଇଶ୍ଵର ଆମ୍ଭମାନଙ୍କୁ ଅଧିକରୁ ଅଧିକ ଅନୁଗ୍ରହ ପ୍ରଦାନ କରିବେ! (ଦେଖ:[[rc://*/ta/man/translate/figs-rquestion]]) # we say ସର୍ବନାମ “ଆମ୍ଭେ” ପାଉଲ, ତାହାଙ୍କର ପାଠକମାନଙ୍କୁ, ଓ ଅନ୍ୟ ଲୋକମାନଙ୍କୁ ଦର୍ଶାଏ I (ଦେଖ:[[rc://*/ta/man/translate/figs-inclusive]])