or_tn/rom/05/19.md

16 lines
888 B
Markdown

# one man's disobedience
ଆଦମଙ୍କ ଅନାଜ୍ଞାବହତା
# the many were made sinners
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅନେକେ ପାପ କଲେ” (ଦେଖ:[[rc://*/ta/man/translate/figs-activepassive]])
# the obedience of the one
ଯୀଶୁଙ୍କ ଆଜ୍ଞାବହତା
# will the many be made righteous
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଅନେକଙ୍କୁ ତାହାଙ୍କ ସହିତ ଧାର୍ମିକ କରିବେ” (ଦେଖ:[[rc://*/ta/man/translate/figs-activepassive]])