or_tn/rom/05/19.md

888 B

one man's disobedience

ଆଦମଙ୍କ ଅନାଜ୍ଞାବହତା

the many were made sinners

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅନେକେ ପାପ କଲେ” (ଦେଖ:rc://*/ta/man/translate/figs-activepassive)

the obedience of the one

ଯୀଶୁଙ୍କ ଆଜ୍ଞାବହତା

will the many be made righteous

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଅନେକଙ୍କୁ ତାହାଙ୍କ ସହିତ ଧାର୍ମିକ କରିବେ” (ଦେଖ:rc://*/ta/man/translate/figs-activepassive)