or_tn/rom/05/10.md

2.2 KiB

we were

ସବୁ “ଆମ୍ଭେମାନେ” ପଦଗୁଡିକ ସମସ୍ତ ବିଶ୍ବାସୀମାନଙ୍କୁ ସୂଚାଏ ଓ ଅନ୍ତର୍ଭୁକ୍ତକାରୀ ହେବା ଉଚିତ୍ !I (ଦେଖ:rc://*/ta/man/translate/figs-inclusive)

his Son ... his life

ଈଶ୍ବରଙ୍କ ପୁତ୍ର III ଈଶ୍ବରଙ୍କ ପୁତ୍ରଙ୍କ ଜୀବନ

we were reconciled to God through the death of his Son

ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ସେମାନଙ୍କ ନିମନ୍ତେ ପରମେଶ୍ବରଙ୍କ ପୁତ୍ରଙ୍କ ମୃତ୍ୟୁ ଅନନ୍ତ କ୍ଷମା ପ୍ରଦାନ କରିଅଛି ଓ ଈଶ୍ବରଙ୍କ ସହିତ ଆମ୍ଭମାନଙ୍କୁ ବନ୍ଧୁ କରିଅଛି । ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କୁ ତାହାଙ୍କ ସହିତ ଏକ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବାକୁ ଦେଇଛନ୍ତି, କାରଣ ତାହାଙ୍କ ପୁତ୍ର ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରିଅଛନ୍ତି” (ଦେଖ:rc://*/ta/man/translate/figs-activepassive)

Son

ଏହା ପରମେଶ୍ବରଙ୍କ ପୁତ୍ର ଯୀଶୁଙ୍କ ପାଇଁ ଏକ ଗୁରୁତ୍ବପୁର୍ଣ୍ଣ ନାମ ଅଟେ I (ଦେଖ:rc://*/ta/man/translate/guidelines-sonofgodprinciples)

after having been reconciled

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ଈଶ୍ବର ଆମ୍ଭମାନଙ୍କୁ ପୁନର୍ବାର ତାହାଙ୍କ ବନ୍ଧୁ କରିଛନ୍ତି” (ଦେଖ:rc://*/ta/man/translate/figs-activepassive)