or_tn/rom/05/10.md

20 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# we were
ସବୁ “ଆମ୍ଭେମାନେ” ପଦଗୁଡିକ ସମସ୍ତ ବିଶ୍ବାସୀମାନଙ୍କୁ ସୂଚାଏ ଓ ଅନ୍ତର୍ଭୁକ୍ତକାରୀ ହେବା ଉଚିତ୍ !I (ଦେଖ:[[rc://*/ta/man/translate/figs-inclusive]])
# his Son ... his life
ଈଶ୍ବରଙ୍କ ପୁତ୍ର III ଈଶ୍ବରଙ୍କ ପୁତ୍ରଙ୍କ ଜୀବନ
# we were reconciled to God through the death of his Son
ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ସେମାନଙ୍କ ନିମନ୍ତେ ପରମେଶ୍ବରଙ୍କ ପୁତ୍ରଙ୍କ ମୃତ୍ୟୁ ଅନନ୍ତ କ୍ଷମା ପ୍ରଦାନ କରିଅଛି ଓ ଈଶ୍ବରଙ୍କ ସହିତ ଆମ୍ଭମାନଙ୍କୁ ବନ୍ଧୁ କରିଅଛି । ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କୁ ତାହାଙ୍କ ସହିତ ଏକ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବାକୁ ଦେଇଛନ୍ତି, କାରଣ ତାହାଙ୍କ ପୁତ୍ର ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରିଅଛନ୍ତି” (ଦେଖ:[[rc://*/ta/man/translate/figs-activepassive]])
# Son
ଏହା ପରମେଶ୍ବରଙ୍କ ପୁତ୍ର ଯୀଶୁଙ୍କ ପାଇଁ ଏକ ଗୁରୁତ୍ବପୁର୍ଣ୍ଣ ନାମ ଅଟେ I (ଦେଖ:[[rc://*/ta/man/translate/guidelines-sonofgodprinciples]])
# after having been reconciled
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ଈଶ୍ବର ଆମ୍ଭମାନଙ୍କୁ ପୁନର୍ବାର ତାହାଙ୍କ ବନ୍ଧୁ କରିଛନ୍ତି” (ଦେଖ:[[rc://*/ta/man/translate/figs-activepassive]])