or_tn/rom/05/01.md

20 lines
1.0 KiB
Markdown

# Connecting Statement:
ପାଉଲ ଅନେକ ଭିନ୍ନଭିନ୍ନ ବିଷୟରେ କହନ୍ତି, ଯାହା ଈଶ୍ବର ବିଶ୍ବାସୀମାନକୁ ତାହାଙ୍କ ସହିତ ଧାର୍ମିକ କରିବା ସମୟରେ ଘଟିଥାଏ I
# Since we are justified
କାରଣ ଆମ୍ଭେମାନେ ଧାର୍ମିକ ଗଣିତ ହୋଇଅଛୁ
# we ... our
“ଆମ୍ଭମାନେ” ଓ “ଆମ୍ଭେମାନଙ୍କର” ସମସ୍ତ ପଦଗୁଡିକ ସମସ୍ତ ବିଶ୍ବାସୀମାନଙ୍କୁ ସୂଚାଏ ଓ ଅନ୍ତର୍ଭୁକ୍ତକାରୀ ପଦ ହେବା ଉଚିତ୍! (ଦେଖ:[[rc://*/ta/man/translate/figs-inclusive]])
# through our Lord Jesus Christ
ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସକାଶେ
# Lord
ଏଠାରେ “ପ୍ରଭୁ”ର ଅର୍ଥ ଯୀଶୁ ଈଶ୍ବର ଅଟନ୍ତି!