or_tn/rom/05/01.md

1.0 KiB

Connecting Statement:

ପାଉଲ ଅନେକ ଭିନ୍ନଭିନ୍ନ ବିଷୟରେ କହନ୍ତି, ଯାହା ଈଶ୍ବର ବିଶ୍ବାସୀମାନକୁ ତାହାଙ୍କ ସହିତ ଧାର୍ମିକ କରିବା ସମୟରେ ଘଟିଥାଏ I

Since we are justified

କାରଣ ଆମ୍ଭେମାନେ ଧାର୍ମିକ ଗଣିତ ହୋଇଅଛୁ

we ... our

“ଆମ୍ଭମାନେ” ଓ “ଆମ୍ଭେମାନଙ୍କର” ସମସ୍ତ ପଦଗୁଡିକ ସମସ୍ତ ବିଶ୍ବାସୀମାନଙ୍କୁ ସୂଚାଏ ଓ ଅନ୍ତର୍ଭୁକ୍ତକାରୀ ପଦ ହେବା ଉଚିତ୍! (ଦେଖ:rc://*/ta/man/translate/figs-inclusive)

through our Lord Jesus Christ

ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସକାଶେ

Lord

ଏଠାରେ “ପ୍ରଭୁ”ର ଅର୍ଥ ଯୀଶୁ ଈଶ୍ବର ଅଟନ୍ତି!