or_tn/rom/04/25.md

751 B

who was delivered up for our trespasses and was raised for our justification

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାକୁ ଈଶ୍ବର ଆମ୍ଭମାନଙ୍କର ଆଜ୍ଞା ଲଘଂନ ସକାଶୁ ଶତ୍ରୁମାନଙ୍କ ହସ୍ତରେ ଦେଲେ ଓ ଯାହାକୁ ଈଶ୍ବର ପୁନର୍ଜୀବିତ କଲେ,ଯଦ୍ଦ୍ବାରା ସେ ତାହାଙ୍କ ସହିତ ଆମ୍ଭମାନଙ୍କୁ ଧାର୍ମିକ କରିପାରିବେ” (ଦେଖ:rc://*/ta/man/translate/figs-activepassive)