or_tn/rom/04/25.md

4 lines
751 B
Markdown
Raw Permalink Normal View History

2020-11-19 00:15:53 +00:00
# who was delivered up for our trespasses and was raised for our justification
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାକୁ ଈଶ୍ବର ଆମ୍ଭମାନଙ୍କର ଆଜ୍ଞା ଲଘଂନ ସକାଶୁ ଶତ୍ରୁମାନଙ୍କ ହସ୍ତରେ ଦେଲେ ଓ ଯାହାକୁ ଈଶ୍ବର ପୁନର୍ଜୀବିତ କଲେ,ଯଦ୍ଦ୍ବାରା ସେ ତାହାଙ୍କ ସହିତ ଆମ୍ଭମାନଙ୍କୁ ଧାର୍ମିକ କରିପାରିବେ” (ଦେଖ:[[rc://*/ta/man/translate/figs-activepassive]])