or_tn/rom/04/18.md

1.5 KiB

In hope he believed against hope

ଏହି ରୂଢ଼ିର ଅର୍ଥ ହେଉଛି ଯେ ଅବ୍ରାହାମ ପୁତ୍ର ଲାଭ କରିପାରିବେ ବୋଲି ଆଶ ନ ଥିବା ସତ୍ତ୍ବେ ମଧ୍ୟ ସେ ଈଶ୍ବରଙ୍କଠାରେ ବିଶ୍ବାସ କଲେ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ଦ୍ବାରା ଉତ୍ତରାଧିକାରୀ ହେବା ଅସମ୍ଭବ ଥିବା ସତ୍ତ୍ବେ ମଧ୍ୟ, ସେ ଈଶ୍ବରଙ୍କଠାରେ ବିଶ୍ବାସ କଲେ” (ଦେଖ”rc://*/ta/man/translate/figs-explicit)

according to what he had been told

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଈଶ୍ବର ଅବ୍ରାହାମଙ୍କୁ କହିଲେ” (ଦେଖ”rc://*/ta/man/translate/figs-activepassive)

So will your descendants be

ଈଶ୍ବର ଅବ୍ରାହାମକୁ ଦେଇଥିବା ସମ୍ପୂର୍ଣ୍ଣ ପ୍ରତିଜ୍ଞାକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଗଣି ପାରିବା ଠାରୁ ଅଧିକ ତୁମ୍ଭର ବଂଶ ହେବ” (ଦେଖ:rc://*/ta/man/translate/figs-explicit)